ଧନୁର୍ଦ୍ଧର

ଉଇକିଅଭିଧାନ‌ରୁ

ଧନୁର୍ଦ୍ଧର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନୁର୍ଧର, ଧନୁର୍ଦ୍ଧାରୀ—ଅନ୍ୟରୂପ)

(ଧନୁର୍ଦ୍ଧରା, ଧନୁର୍ଦ୍ଧାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଧନୁସ୍+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଧନୁକଧାରୀ; ଯେ ଧନୁ ଓ ତୀର ଧରି ଯୁଦ୍ଧ କରେ; ତୀରନ୍ଦାଜ — ୧. Carrying a bow; armed with a bow; bearing a bow.
୨. କୌଣସି କାର୍ଯ୍ୟରେ ଦକ୍ଷ ବା ନିପୂଣ; ଧୂରନ୍ଧର; ବିଚକ୍ଷଣ — ୨. Expert in a work; skilful.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ତୀରନ୍ଦାଜ ସେନା —An archer; bowman.