ଧନୁର୍ଦ୍ଧର
ଦେଖଣା
ଧନୁର୍ଦ୍ଧର
ଉଚ୍ଚାରଣ
[ସମ୍ପାଦନା](ଧନୁର୍ଧର, ଧନୁର୍ଦ୍ଧାରୀ—ଅନ୍ୟରୂପ)
(ଧନୁର୍ଦ୍ଧରା, ଧନୁର୍ଦ୍ଧାରିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଧନୁସ୍+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଧନୁକଧାରୀ; ଯେ ଧନୁ ଓ ତୀର ଧରି ଯୁଦ୍ଧ କରେ; ତୀରନ୍ଦାଜ — ୧. Carrying a bow; armed with a bow; bearing a bow.
- ୨. କୌଣସି କାର୍ଯ୍ୟରେ ଦକ୍ଷ ବା ନିପୂଣ; ଧୂରନ୍ଧର; ବିଚକ୍ଷଣ — ୨. Expert in a work; skilful.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତୀରନ୍ଦାଜ ସେନା —An archer; bowman.