ଧନୁର୍ବୃକ୍ଷ

ଉଇକିଅଭିଧାନ‌ରୁ

ଧନୁର୍ବୃକ୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଧନୁସ୍+ବୃକ୍ଷ)[ସମ୍ପାଦନା]

୧. ଧମାଣ (ଗଛ) (ହିନ୍ଦୀ - ଶବ୍ଦସାଗର) (ଦେଖ) - — ୧. Dhāmaṇa (tree) (See).
୨. ବାଉଁଶ (ହିନ୍ଦୀ - ଶବ୍ଦସାଗର) —୨. Bamboo.
୩. ଅଶ୍ୱତ୍ଥ ଗଛ (ହିନ୍ଦୀ - ଶବ୍ଦସାଗର) — ୩. The religious fig tree.
୪. ଭାଲିଆ (ହିନ୍ଦୀ - ଶବ୍ଦସାଗର) —୪. Marking nut.