ଧନୁର୍ଭଙ୍ଗ
ଦେଖଣା
ଧନୁର୍ଭଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧନୁସ୍+ଭଙ୍ଗ)
[ସମ୍ପାଦନା]ଧନୁକୁ ଭାଙ୍ଗି ଦେବା — Breaking of a bow.
[ଦ୍ରଷ୍ଟବ୍ୟ —'ଯେଉଁ ରାଜପୁତ୍ର ଗୋଟିଏ ନିର୍ଦ୍ଦିଷ୍ଟ ଧନୁକୁ ଭାଙ୍ଗିବେ ତାଙ୍କୁ ମୁଁ ମୋ କନ୍ୟାକୁ ବିବାହ ଦେବି' ପୂର୍ବେ ରାଜାମାନେ ଏହିପରି ପଣ ରଖୁଥିଲେ ଓ ଧନୁର୍ଭଙ୍ଗଦ୍ୱାରା ଭାବୀ ଜମାତାଙ୍କର ବୀରତ୍ୱ ପରୀକ୍ଷା
କରୁଥିଲେ ରାମଚନ୍ଦ୍ର ଶିବଧନୁ ଭାଙ୍ଗିବା ରୂପ ପଣକୁ ରକ୍ଷା କରି ଜନକକନ୍ୟା ସୀତାଙ୍କୁ ବିବାହ କରିଥିଲେ]