ଧନ୍ଦକି ହେବା
ଦେଖଣା
ଧନ୍ଦକି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧନ୍ଦକି ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କିଂକର୍ତ୍ତବ୍ୟବିମୂଢ଼ ହେବା — ୧. To be bewildered.
- ୨. ସନ୍ଦିହାନ ହେବା —୨. To be in doubt.
- ୩. ଦୋଦୋପାଞ୍ଚ ହେବା —୩. To vacillate.
- ୪. କାର୍ଯ୍ୟରେ ଅତି ବ୍ୟସ୍ତ ହେବା — ୪. To be very busy.