ଧନ୍ଦା
ଦେଖଣା
- ଧନୋପାଜନୋପାୟ
- ବ୍ୟବସାୟ; କାମ ଧନ୍ଦା; ଜୀବିକା
- କାଉଳି; କାର୍ଯ୍ୟବ୍ୟସ୍ତତା
- ମାନସିକ ଆନ୍ଦୋଳନ ବା ବ୍ୟସ୍ତତା
- ବିଷମ ସମସ୍ୟା
- ସଂସାର ସଂଗ୍ରାମ
- ସାଂସାରିକ ଚିନ୍ତା; ପେଟ ଚିନ୍ତା
- ସନ୍ଦେହ
- ପ୍ରହେଳିକା
- ଗୋଲକଧନ୍ଦା
ବିଶେଷଣ (ଦେଶଜ)
[ସମ୍ପାଦନା]- କାର୍ଯ୍ୟବ୍ୟସ୍ତ
- କିଂକର୍ତ୍ତବ୍ୟବିମୂଢ଼
- ଆନ୍ଦୋଳିତ
- ମୁଗ୍ଧଧନ୍ଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଧନ୍ଧା-ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧନଦା, ଯେଉଁଥିରୁ ଧନ ମିଳେ; କିମ୍ୱା ଦ୍ୱନ୍ଦ)
[ସମ୍ପାଦନା]- ୧. ଧନୋପାର୍ଜନୋପାୟ — ୧. Profession; occupation.
- ୨. ବ୍ୟବସାୟ; କାମ ଧନ୍ଦା; ଜୀବିକା — ୨. Livelihood; business.
ସାଆନ୍ତେ ତ ଧନ୍ଦାରେ ଲାଗିଥାନ୍ତି ଫକୀରମୋହନ ଛମାଣ ଆଠଗୁଣ୍ଠ
- ୩. କାଉଳି; କାର୍ଯ୍ୟବ୍ୟସ୍ତତା —୩. The state of being busy; bustle; stir.
ଲଟକଣୀ ପୁଣି ଯେ ହୋଇଅଛି ବନ୍ଧା ଦେଖିଲେ ତାହା ଲୋକ ମନେ ଲାଗେ ଧନ୍ଦା କୃଷ୍ଣସିଂହ. ମହାଭାରତ. ଆଦି
- ୪. ମାନସିକ ଆନ୍ଦୋଳନ ବା ବ୍ୟସ୍ତତା — ୪. Mental agitation; confusion.
- ୫. ବିଷମ ସମସ୍ୟା —୫. Dilemma.
- ୬. ସଂସାର ସଂଗ୍ରାମ — ୬. The battle of life; worry of life.
- ୭. ସାଂସାରିକ ଚିନ୍ତା; ପେଟ ଚିନ୍ତା — ୭. Worldy anxiety.
- ୮. ସନ୍ଦେହ —୮. Doubt.
କାହିଁ ପାଇଁ ନକୂଳ କଲ ତାହା ନିନ୍ଦା ଏ ସକାଶୁ ମୋ ମନେ ହେଉଅଛି ଧନ୍ଦା କୃଷ୍ଣସିଂହ. ମହାଭାରତ. ଅଶ୍ୱମେଧ
- ୯. ପ୍ରହେଳିକା —୯. Riddle.
- ୧. ଗୋଲକଧନ୍ଦା —୧୦. Maze; labyrinth.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. କାର୍ଯ୍ୟବ୍ୟସ୍ତ — ୧. Very busy; pre-occupied.
- ୨. କିଂକର୍ତ୍ତବ୍ୟବିମୂଢ଼ — ୨. Bewildered; confused.
- ୩. ଆନ୍ଦୋଳିତ —୩. Agitated.
ହୀରା ଲଗା ଶ୍ରୀପେଚ ନୀଳ ପାଗେ ପନ୍ଧା ହୋଇ କରୁଥିଲା ସେ ମାନସକୁ ଧନ୍ଦା କୃଷ୍ଣସିଂହ. ମହାଭାରତ. ବନ
- ୪. ମୁଗ୍ଧ —୪. Charmed.
ସେ ସଭାରେ ବିଚିତ୍ର ଚନ୍ଦ୍ରାତପ ବନ୍ଧା ହୋଇଥଇବାରୁ ହୁଅଇ ମନ ନେତ୍ର ଧନ୍ଦା କୃଷ୍ଣସିଂହ. ମହାଭାରତ. ଉଦୋଗ