Jump to content

ଧନ୍ଦାଳିବା

ଉଇକିଅଭିଧାନ‌ରୁ

ଧନ୍ଦାଳିବା

ଉଚ୍ଚାରଣ

[ସମ୍ପାଦନା]

ଧନ୍ଦଳେଇବା, ଧନ୍ଦିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବ୍ୟସ୍ତ ହୋଇ ଏଣେ ତେଣେ କୌଣସି ବସ୍ତୁକୁ ଖୋଜିବା —୧. To anxiously search for a thing here and there.
୨. ଉଣ୍ଡାଳିବା —୨. To grope for a thing.