ଧନ୍ଦୋଳ

ଉଇକିଅଭିଧାନ‌ରୁ

ଧନ୍ଦୋଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଦ୍ୱନ୍ଦ)[ସମ୍ପାଦନା]

୧. କଳହ — ୧. Quarrel.
୨. ଗୋଳମାଳ —୨. Confusion.

ଦେଶଜ - ବିଶେଷଣ -[ସମ୍ପାଦନା]

୧. କାଉଳି; ବ୍ୟସ୍ତ —୧. Confused.
୨. କିଂକର୍ତ୍ତବ୍ୟବିମୂଢ଼; ସନ୍ଦିହାନ —୨. Puzzled.