ଧନ୍ୱା
ଦେଖଣା
ଧନ୍ୱା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଧନ୍ ଧାତୁ=କ୍ଷେପଣ କରିବା+କରଣ ବନ୍=ଧନ୍ୱନ୍ ଶବ୍ଦ; ୧ମା. ୧ବ.)
[ସମ୍ପାଦନା][[]] ୧ ଧନ୍ୱ ]] ୧୨: (ଦେଖ) - Dhanwa ୧ & ୨ (See)
- ୨. ଆକାଶ, ଅନ୍ତରୀକ୍ଷ (ହିନ୍ଦୀ - ଶବ୍ଦସାଗର) —୨. The sky.
- ୩. ସ୍ଥଳ; ଶୁଖିଲା ଭୂମି (ହିନ୍ଦୀ - ଶବ୍ଦସାଗର) — ୩. Dry land.
ସଂସ୍କୃତ - ବିଶେଷଣ - (ଧନୁ+ବତ୍; ଧନ୍ୱ ତ୍ ଶବ୍ଦ, ୧ମା. ୧ବ. ଅନ୍ୟ ଶବ୍ଦ ପରେ ସମାସରେ ଯୁକ୍ତ ହୁଏ, ଯଥା—ଶାର୍ଙ୍ଗଧନ୍ୱା)
[ସମ୍ପାଦନା]ଅମୁକ ଧନୁ ଧାରଣକାରୀ —Holding a bow.