Jump to content

ଧନ କ୍ଷୟ

ଉଇକିଅଭିଧାନ‌ରୁ

ଧନ କ୍ଷୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧନ+କ୍ଷୟ)

[ସମ୍ପାଦନା]
୧. ବିତ୍ତନାଶ; ଲକ୍ଷ୍ମୀ ଛାଡ଼ିବା — ୧. The state of being reduced to poverty; destitution.
୨. ଅପବ୍ୟୟ —୨. Waste of money.
୩. ଧନର କ୍ଷତି —୩. Loss of money.
୪. ଧନ ସରିଯିବା —୪. Exhaustion of wealth.