ଧନ କ୍ଷୟକର

ଉଇକିଅଭିଧାନ‌ରୁ

ଧନ କ୍ଷୟକର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନକ୍ଷୟକରୀ—ସ୍ତ୍ରୀ) 

(ଧନକ୍ଷୟକାରୀ. ପୁଂ—ଅନ୍ୟରୂପ)

(ଧନକ୍ଷୟକାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଧନକ୍ଷୟ+କୃ ଧାତୁ+କର୍ତ୍ତୃ. ଅ; ଉପପଦ ତତ୍)[ସମ୍ପାଦନା]

୧. ଅପବ୍ୟୟୀ — ୧. Prodigal.
୨. ଯେଉଁ କାର୍ଯ୍ୟଦ୍ୱାରା ଧନକ୍ଷୟ ହୁଏ —୨. Leading to waste or loss of money.