ଧନ ଦାସ

ଉଇକିଅଭିଧାନ‌ରୁ

ଧନ ଦାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନଦାସୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (୬ଷଷ୍ଠୀ ତତ୍; ଧନ+ଦାସ)[ସମ୍ପାଦନା]

ଯେ ଧନ ପ୍ରାପ୍ତି ନିମନ୍ତେ ଦାସତ୍ୱ ସ୍ୱୀକାର କରେ —One who accepts bondage or slavery for money.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଅତି ଲୋଭୀ —Very avaricious.