ଧନ ନିୟୋଗ

ଉଇକିଅଭିଧାନ‌ରୁ

ଧନ ନିୟୋଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଧନ ପ୍ରୟୋଗ, ଧନ ବ୍ୟବହାରଅନ୍ୟରୁପ

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ଧନ+ନିୟୋଗ)[ସମ୍ପାଦନା]

୧. ଳାଭ ନିମନ୍ତେ ବ୍ୟବସାୟ; ଋଣ ଆଦିରେ ଟଙ୍କା ଲଗାଇବା —୧. Investment of money in business; money- lending etc.
୨. ଋଣ ଦେବା —୨. Advancing money on loan.