Jump to content

ଧବଳଗିରି

ଉଇକିଅଭିଧାନ‌ରୁ

ଧବଳଗିରି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧବଲ ଗିରି)

[ସମ୍ପାଦନା]
୧. ହିମାଳୟ ପର୍ବତର ସର୍ବୋଚ୍ଚ ଶୃଙ୍ଗ —୧. Name of the highest peak of the Himalayas (Apte).

[ଦ୍ରଷ୍ଟବ୍ୟ — ଏହି ଶୃଙ୍ଗ ନେପାଳ ରାଜ୍ୟରେ ଅବସ୍ଥିତ ଏଥିର ଉଚ୍ଚତା ପ୍ରାୟ ୨୭: ହଜାର ଫୁଟେ ]

୨. ଶ୍ୱେତ ପର୍ବତ —୨. A white mountain.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଧଉଳି ଗିରି (ଦେଖ) - —Dhauḻi giri (See)