Jump to content

ଧବଳମୟ ପୁର

ଉଇକିଅଭିଧାନ‌ରୁ

ଧବଳମୟ ପୁର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧବଳ+ପୁର; +ପୁରୀ)

[ସମ୍ପାଦନା]

ଅଟ୍ଟାଳିକାମୟ ସ୍ଥାନ—(କୋଠା ମାନ ଚୂନ ବୋଳାହୋଇ ଧବଳିତ ହୋଇଥିବାରୁ — A place full of (white) building or palaces.

(ଯଥା— ମୋ ହାତରେ ଦିନାକେତେ ରାଜ୍ୟର ଭାର ପଡ଼ିଲେ ମୁଁ ଏ ସ୍ଥାନକୁ ଧବଳମୟ ପୁରୀ ବନେଇ ଦିଅନ୍ତି)