Jump to content

ଧରଶଣା

ଉଇକିଅଭିଧାନ‌ରୁ

ଧରଶଣା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (କଟକ) ବିଶେଷ୍ୟ -

[ସମ୍ପାଦନା]
୧. ଭେଦବିଚାର — ୧. Discrimnation.

(ଯଥା—ତାଙ୍କର ନିଜ ଓ ପର ମଧ୍ୟରେ ଧରଶଣା ନ ଥିଲା)

୨. ଦୃଢ଼ ନିୟମ ପାଳନ —୨. Abiding by the rules strictly; strict discipline.
୩. ଭେଦ ବିଚାର ପୂର୍ବକ ବ୍ୟବହାର — ୩. Discriminatory treatment.