ଧର୍ମପତ୍ନୀ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସ୍ତ୍ରୀଲିଙ୍ଗ)[ସମ୍ପାଦନା]

ସହଧର୍ମିଣୀ, ଭାର୍ଯ୍ୟା, ସ୍ତ୍ରୀଧର୍ମପତ୍ନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଧର୍ମ+ପତ୍ନୀ; ୪ର୍ଥୀ ତତ୍)[ସମ୍ପାଦନା]

୧. ପ୍ରଥମ ବିବାହିତା ଭାର୍ଯ୍ୟା —୧. One's first wedded wife.
୨. ସହଧର୍ମିଣୀ —୨. One's better—half.

(ଯଥା— ଶାସ୍ତ୍ରରେ ଅଛି ପ୍ରଥମା ଧର୍ମପତ୍ନୀର ଦ୍ୱିତୀୟା ରତି— ବର୍ଦ୍ଧିନୀ; ଅର୍ଥାତ୍, ପ୍ରମଥବିବାହିତା ସ୍ତ୍ରୀର ଧର୍ମପତ୍ନୀ ଓ ଦ୍ୱତୀୟ— ବିବାହିତା ସ୍ତ୍ରୀ କାମପତ୍ନୀ)