ଧର୍ମରାଜ

ଉଇକିଅଭିଧାନ‌ରୁ

ବିଶେଷ୍ୟ[ସମ୍ପାଦନା]

୧: ଯମ
୨: ଯୁଧିଷ୍ଠିର
୩: ବୁଦ୍ଧ
୪: ଧର୍ମଧର୍ମରାଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍ମ+ ରାଜନ୍; ୬ଷ୍ଠୀ ତତ୍)[ସମ୍ପାଦନା]

୧. ଯମ —୧. Jama, the God of death.
୨. ସମ୍ରାଟ; ରାଜା — ୨. King (the defender of the faith).

[ଦ୍ରଷ୍ଟବ୍ୟ —ହିନ୍ଦୁମାନଙ୍କ ମତରେ ଦେଶର ରାଜା ଧର୍ମର ବା ଈଶ୍ୱରଙ୍କର ଅବତାର ଅଟନ୍ତି; ଅତଏବ ରାଜା ଈଶ୍ୱରଙ୍କ ପରି ପୂଜ୍ୟ ଇଂଲଣ୍ଡରେ ମଧ୍ୟ ଧର୍ମ ରକ୍ଷକ (defender of the faith) ଅଟନ୍ତି]

୩. (ଧର୍ମ ପାଳନକାରୀ) ଯୁଧିଷ୍ଠିର — ୩. Judhishṭhira.
୪. ବୁଦ୍ଧି —୪. The Buddha.