ଧଳା

ଉଇକିଅଭିଧାନ‌ରୁ

ଧଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(କଳା—ବିପରୀତ)

ଦେଶଜ - ବିଶେଷଣ - (ସଂସ୍କୃତ - ଧବଳ)[ସମ୍ପାଦନା]

୧. ଶ୍ୱେତ; ଶୁକ୍ଳ — ୧. White.
୨. ଗୋରା —୨. White or fair-complexioned.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଧବଳ ବସ୍ତୁ —A white object.

ଦେଖିଲି ଗୋ ଧଳା କଳା ଏଥଚ, ମଧ୍ୟରେ ହଳଦୀମୁଖୀ କି ଚମତ୍କାର ଭଜନ



ଧଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ଳ ସ୍ଥାନରେ ଲ ଉଚ୍ଚାରଣ)[ସମ୍ପାଦନା]

ଧଳା — White.