ଧଳା
ଦେଖଣା
ଧଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](କଳା—ବିପରୀତ)
ଦେଶଜ - ବିଶେଷଣ - (ସଂସ୍କୃତ - ଧବଳ)
[ସମ୍ପାଦନା]- ୧. ଶ୍ୱେତ; ଶୁକ୍ଳ — ୧. White.
- ୨. ଗୋରା —୨. White or fair-complexioned.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଧବଳ ବସ୍ତୁ —A white object.
ଦେଖିଲି ଗୋ ଧଳା କଳା ଏଥଚ, ମଧ୍ୟରେ ହଳଦୀମୁଖୀ କି ଚମତ୍କାର ଭଜନ
ଧଳା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ଳ ସ୍ଥାନରେ ଲ ଉଚ୍ଚାରଣ)
[ସମ୍ପାଦନା]ଧଳା — White.