ଧାକଡ଼

ଉଇକିଅଭିଧାନ‌ରୁ

ଧାକଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

===ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -

(ଗାଳିରେ ବ୍ୟବହୃତ) ଅଯୋଗ୍ୟ — Good for nothing; worthless.

ପ୍ରାଦେଶିକ - (ବସ୍ତର)ବିଶେଷଣ -[ସମ୍ପାଦନା]

ବର୍ଣ୍ଣସଙ୍କର ଜାତିବିଶେଷ — Name of a mixed caste of Hindus.

[ ଦ୍ର—ଏ ଜାତି ଆଦିମଜାତୀୟା ସ୍ତ୍ରୀ ଗର୍ଭରୁ ବ୍ରାହ୍ମଣ ଔରସରେ ଉତ୍ପନ୍ନ ଏମାନେ ପଇତା ପକାନ୍ତି ଓ ବ୍ରାହ୍ମଣମାନଙ୍କ ରୀତି ନୀତି ଅନୁକରଣ କରନ୍ତି]