ଧାଙ୍ଗଡ଼୍
ଦେଖଣା
ଧାଙ୍ଗଡ଼୍
ଉଚ୍ଚାରଣ
[ସମ୍ପାଦନା]ଧାଙ୍ଗର୍, ଧାଙ୍ଗରାଅନ୍ୟରୂପ
ଧାଙ୍ଗଡ଼ୀ, ଧାଙ୍ଗରୀସ୍ତ୍ରୀ
ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର)—ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଅବିବାହିତ ଯୁବକ — Bachelor; an unmarraid youth.
ପ୍ରାଦେଶିକ - (ଜାଶପୁର) ବିଶେଷ୍ୟ -
[ସମ୍ପାଦନା]ଚାକର — Servant.
ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଏହି ଶବ୍ଦ)
[ସମ୍ପାଦନା]ଗୋରୁର ଖୁଆଳ ଟୋକା —A young man or boy- servant tending cattle.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଛୋଟନାଗପୁର ଓ ହଜାରୀବାଗ ଅଞ୍ଚଳର ଏକ ଜାତୀୟ ଜଙ୍ଗଲୀ ଲୋକ; ସାନ୍ତାଳ — ୧. A class of aboriginal tribes of Chhoṭanāgapur and Hazāribāg; the Santals.
- ୨. ଦାକ୍ଷିଣାତ୍ୟର ନୀଚ ଶ୍ରେଣୀର ଅସ୍ପୃଶ୍ୟ ଜାତିବିଶେଷ; ଧେଡ଼ ମାଟିଆକେଳା (ଏମାନେ କୂଅ ପୋଖରୀ ଖୋଳି ଜୀବିକା ଅର୍ଜନ କରନ୍ତି—ହିନ୍ଦୀ - ଶବ୍ଦସାଗର) — ୨. A low untouchable caste of South India; a pariah.
- ୩. ଓଡ଼ିଶା ଗଡ଼ଜାତର ବନ୍ୟଜାତିୟ ବ୍ୟକ୍ତିଙ୍କର ନୃତ୍ୟ ବିଶେଷ —୩. A dancing prevalent among some wild tribes of Orissa states.
- ୪. ବିନ୍ଧ୍ୟ ଆଦି ପର୍ବତବାସୀ ଅନାର୍ଯ୍ୟ ଜାତିବିଶେଷ (ହିନ୍ଦୀ - ଶବ୍ଦସାଗର) —୪. Name of a class of non-aryan wild tribes inhabiting the Bindhya hills.
ଦେଶଜ - ବିଶେଷଣ -
[ସମ୍ପାଦନା]ଅସଭ୍ୟ; ବର୍ବର; ବଣୁଆ; ଜଙ୍ଗଲୀ — Uncivilized; wild; jungly; aboriginal (tribe or person).