Jump to content

ଧାଡ଼ିଆ

ଉଇକିଅଭିଧାନ‌ରୁ

ଧାଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

(ଯଥା—ଧାଡ଼ିଆ ବାଇଗଣ)

  • (file)
  • (file)

ପ୍ରାଦେଶିକ - (ପୁରୀ)ବିଶେଷଣ -

[ସମ୍ପାଦନା]

କଇଥା; ଦରସିଝା — Imperfectly boiled; parboiled.

ଦେଶଜ - ବିଶେଷଣ - (ଅନ୍ୟ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୁକ୍ତ, ଯଥା— ତିନିଧାଡ଼ିଆ)

[ସମ୍ପାଦନା]

ଏତେ ପଂକ୍ତିବିଶିଷ୍ଟ —Consisting of (so many) lines or rows.