Jump to content

ଧାତ୍ରୀ

ଉଇକିଅଭିଧାନ‌ରୁ

ଧାତ୍ରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଧା ଧାତୁ=ଧାରଣ କରିବା; ପାଳନ କରିବା+ କର୍ତ୍ତୃ. ତୃ=ଧାତୃ+ସ୍ତ୍ରୀ. ଈ)[ସମ୍ପାଦନା]

୧. ମାତା — ୧. Mother.
୨. ଦୁର୍ଗା —୨. Goddess Durgā.
୩. ଉପମାତା; ଧାଈ — ୩. Nurse; foster-mother.
୪. ଯେ ଅନ୍ୟର ପିଲାକୁ ସ୍ତନ୍ୟପାନ କରାଇ ପାଳେ — ୪. Wet nurse.
୫. ପୃଥିବୀ —୫. The earth.
୬. ପ୍ରସୂତି ଓ ସନ୍ତାନର ଯତ୍ନ କରିବା ସ୍ତ୍ରୀ ବୈଦ୍ୟ — ୬. Midwife; obstetrix.
୭. ଆମଳକୀ; ଅଅଁଳା —୭. Emblic Myrabalan; Phyllanthus Emblica.
୮. ଗଙ୍ଗାନଦୀ (ହିନ୍ଦୀ - ଶବ୍ଦସାଗର) —୮. The Ganges.
୯. ଭୂମି (ହିନ୍ଦୀ - ଶବ୍ଦସାଗର) —୯. The soil; earth.
୧. ସେନା; ଫଉଜ (ହିନ୍ଦୀ - ଶବ୍ଦସାଗର) —୧୦. Army.
୧୧. ଗାଈ (ହିନ୍ଦୀ - ଶବ୍ଦସାଗର) —୧୧. Cow.
୧୨. ଆର୍ଯ୍ୟା; ଛନ୍ଦୋବିଶେଷ — ୧୨. A kind of Sanscrit metre.

(ଯଥା—ଏଥିରେ ୧୬:ଟି ଗୁରୁ ଓ ୧୨:ଟି ଲଘୁ ଥାଏ— ହିନ୍ଦୀ - ଶବ୍ଦସାଗର)

୧୩. ଗାୟତ୍ରୀ ସ୍ୱରୂପିଣୀ ଭଗବତୀ (ହିନ୍ଦୀ - ଶବ୍ଦସାଗର) — ୧୩. Durgā in the shape of Gāyatrī Gāyatrī personified.