Jump to content

ଧାପେ

ଉଇକିଅଭିଧାନ‌ରୁ

ଧାପେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ସାମାନ୍ୟ ପରିମିତ — A minute quantity of.

(ଯଥା—ଔଷଧ ଖାଇବାକୁ ତାକୁ ଧାପେ ମହୁ ଦିଏ)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଧସ୍କିନା; ଝଟ୍ — ୧. Quickly.


୨. ତତ୍କ୍ଷଣାତ୍ —୨. At once.

ଧାପେ ତା ନାଶ ଦଲେ ଅତି କ୍ରୋଧ ହୋଇ କୃଷ୍ଣସିଂହ. ମହାଭାରତ. ବନ

୩. କ୍ଷଣମାତ୍ରକେ —୩. Instantly; in no time.
୪. ଅତିଅଳ୍ପ; ସାମାନ୍ୟ ପରିମାଣରେ — A bit; a little.

ତା ଜାଣି ଧାପେ ସାପେ ମୁର୍ଖ ଶାଖାଇଲେ କୃଷ୍ଣସିଂହ. ମହାଭାରତ ଆଦି