ଧାରଣ କରିବା
ଦେଖଣା
କ୍ରିୟା (ଦେଶଜ)
[ସମ୍ପାଦନା]- ଅଙ୍ଗରେ ଧରିବା
- ପିନ୍ଧିବା; ପରିଧାନ କରିବା
- ବହନ କରିବା
- ସମ୍ଭାଳିବା
- ଅଟକାଇବା ବା ସଂଯମ କରିବା
- ଗ୍ରହଣ କରିବା
- ଅବଲମ୍ବନ କରିବାଧାରଣ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (କୌଣସି ବସ୍ତୁ) ଅଙ୍ଗରେ ଧରିବା — ୧. To hold.
- ୨. (ବସ୍ତ୍ରାଦି) ପିନ୍ଧିବା;ପରିଧାନ କରିବା — ୨. To wear; to put on.
- ୩. (ଭାର ଆଦି)ବହନ କରିବା —୩. To carry.
- ୪. (ଔଷଧାଦି) ସମ୍ଭାଳିବା — ୪. To bear;to retain (any madicine).
- ୫. (ପ୍ରସ୍ରାବ ଆଦିର ବେଗ) ଅଟକାଇବା ବା ସଂଯମ କରିବା — ୫. To restrain; to control.
- ୬. (ନାମ ବା ଦାୟିତ୍ୱ) ଗ୍ରହଣ କରିବା — ୬. To take upon one self; to undertake.
- ୭. ଅବଲମ୍ୱନ କରିବା —୭. To have recourse to.