ଧାରଣ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟା (ଦେଶଜ)[ସମ୍ପାଦନା]

  • ଅଙ୍ଗରେ ଧରିବା
  • ପିନ୍ଧିବା; ପରିଧାନ କରିବା
  • ବହନ କରିବା
  • ସମ୍ଭାଳିବା
  • ଅଟକାଇବା ବା ସଂଯମ କରିବା
  • ଗ୍ରହଣ କରିବା
  • ଅବଲମ୍ବନ କରିବାଧାରଣ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. (କୌଣସି ବସ୍ତୁ) ଅଙ୍ଗରେ ଧରିବା — ୧. To hold.
୨. (ବସ୍ତ୍ରାଦି) ପିନ୍ଧିବା;ପରିଧାନ କରିବା — ୨. To wear; to put on.
୩. (ଭାର ଆଦି)ବହନ କରିବା —୩. To carry.
୪. (ଔଷଧାଦି) ସମ୍ଭାଳିବା — ୪. To bear;to retain (any madicine).
୫. (ପ୍ରସ୍ରାବ ଆଦିର ବେଗ) ଅଟକାଇବା ବା ସଂଯମ କରିବା — ୫. To restrain; to control.
୬. (ନାମ ବା ଦାୟିତ୍ୱ) ଗ୍ରହଣ କରିବା — ୬. To take upon one self; to undertake.
୭. ଅବଲମ୍ୱନ କରିବା —୭. To have recourse to.