ଧାରାଙ୍ଗ

ଉଇକିଅଭିଧାନ‌ରୁ

ଧାରାଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଧାରା=ଅସ୍ତ୍ରର ତୀକ୍ଷ୍ଣ ଅଗ୍ରଭାଗ+ଅଙ୍ଗ)[ସମ୍ପାଦନା]

୧. ଖଡ଼୍ଗ; ଖଣ୍ଡା —୧. A sword.
୨. ପ୍ରାଚୀନ ତୀର୍ଥବିଶେଷ —୨. Name of an ancient holy place of India.