Jump to content

ଧିକ୍କାର

ଉଇକିଅଭିଧାନ‌ରୁ

ଧିକ୍କାର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଧିକ୍+କୃ ଧାତୁ+ଭାବ. ଅ)

[ସମ୍ପାଦନା]
୧. ଧିକ୍ ଶବ୍ଦ୍ ଉଚ୍ଚାରଣ ପୂର୍ବକ ତିରସ୍କାର; ଭର୍ତ୍ସନା ବାକ୍ୟ — ୧. Abuse; censure; reproachful vilification.
୨. ଅବଜ୍ଞା —୨. Contempt.
୩. ଅବଜ୍ଞା ପ୍ରଦର୍ଶନ —୩. Contemptuous treatment.