ଧିକ୍କାରିବା
ଦେଖଣା
ଧିକ୍କାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧିକ୍କାରିବା
|
ଦେଶଜ - କ୍ରି.—ସଂସ୍କୃତ - ଧିକ୍କୃ ଧାତୁ)
[ସମ୍ପାଦନା]- ୧. ଧିକ୍କାର ବଚନ କହିବା —୧. To vilify; to speak with contempt.
- ୨. ତୁଚ୍ଛ କରିବା —୨. To humiliate.
ବଢ଼ି ତେଜରେ ଦେଲେ ଅଗ୍ନିକି ଧିକ୍ୱାରି କୃଷ୍ଣସିଂହ, ମହାଭାରତ. ବନ
- ୩. ନିନ୍ଦା କରିବା —୩. To treat with contempt to censure.
- ୪. (ଲକ୍ଷଣାର୍ଥ) ବଳି ପଡ଼ିବା —୪. To exceed.
ଅଧର ସୁନ୍ଦର ନ ଥାଇ ପାନ ବୋଳେ, ଧିକ୍କାରୁ ଥାଉ ସବୁ ବେଳର ପ୍ରବାଳ କୃଷ୍ଣସିଂହ. ମହାଭାରତ. ବନ