ଧୀରେ

ଉଇକିଅଭିଧାନ‌ରୁ

ଧୀରେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧୀରେ ଧୀରେ—ଅନ୍ୟରୁପ)

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଧୀରଂ)[ସମ୍ପାଦନା]

୧. ଥିରେ ଥିରେ ; ଆସ୍ତେ; ଧୀର ଭାବରେ — ୧. Slowly; gently.
୨. କ୍ରମଶଃ —୨. Gradually.
୩. ଅନୁଚ୍ଚସ୍ୱରରେ —୩. In a low tone.
୪. କୋମଳତା ସହକାରେ —୪. Softly; loghtly.