ଧୁନ୍ଦଳା
ଦେଖଣା
ଧୁନ୍ଦଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୁନ୍ଦଳା
|
[ଧୁନ୍ଦୁଳା, ଧୁନ୍ଧ(ନ୍ଧୁ)ଳା—ଅନ୍ୟରୂପ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସଂସ୍କୃତ - (ଢୁଂଢନ) କୌଣସି ପଦାର୍ଥକୁ ବହୁବାର ଇତସ୍ତତଃ ଖୋଜିବା —୧. Repeated search after a thing.
- ୨. ଗୋଳମାଳ — ୨. Dispute; trouble.
- ୩. (ସଂସ୍କୃତ - ଧୂମ)—ଧୂଆଁ ଘୋଟିବାରୁ ଅନୁଭୂତ ଅନ୍ଧାର — ୩. Darkness due to the overspreading of smoke.
- ୪. ଧୂମ୍ରବର୍ଣ୍ଣ —୪. The colour of smoke.
- ୫. ଅନ୍ଧାକାର ବା ରୋଗ ଯୋଗୁଁ ପ଼ଦାର୍ଥମାନ ସ୍ପଷ୍ଟ ଦେଖା ନ ଯିବା ଅବସ୍ଥା —୫. Indistinctness of vision due to darkeness, smoke or dimness of eyesight.
ଅନୁବାଦ
[ସମ୍ପାଦନା]ଧୁନ୍ଦଳା
|
ବିଶେଷଣ -
[ସମ୍ପାଦନା]- ୧. ଧନ୍ଦଳା (ଦେଖ) - — ୧. Dhandalā (See)
- ୨. ଧୂମ୍ରମୟ —୨. Smoky; full of smoke.