ଧୁପିବା

ଉଇକିଅଭିଧାନ‌ରୁ

ଧୁପିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଧାବ୍ ଧାତୁ)[ସମ୍ପାଦନା]

୧. ଧାଇଁବା — ୧. To run.
୨. ଆକ୍ରମଣ କରିବା —୨. To attack.
୩. ମାରିବାକୁ ଧାଇଁବା —
୩. To set on for striking a person.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

୧. ମାରିବା — ୧. To beat; to strike.
୨. କୌଣସି ସମୁଚ୍ଚ ସ୍ଥାନକୁ (ଦସ୍ତାଦି) ପ୍ରସାରିତ କରିବା — ୨. To raise up the arms to a high place.

ଧରମବଳୁଁ କି ମୋର; ଧୂପ ଦେଇ ନିଜ କର କେ ଳକୁ ଆଣିଲୁ କଳାହିଜରାଜ—କବିସୂର୍ଯ୍ୟ କିଶୋରୀଚମ୍ପୁ. ଧ—ଗୀତ