ଧୁପ୍ସାଧୁପ୍ସି
ଦେଖଣା
ଧୁପ୍ସାଧୁପ୍ସି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୁପ୍ସାଧୁପ୍ସି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କ୍ରୋଧରେ ମାଡ଼ ମରାମତି ହେବାରୁ ପରସ୍ପର ନିକଟବର୍ତ୍ତୀ ହେବା —୧. Coming close to each other for mutual beating or striking out of anger.
- ୧. କ୍ରୋଧବଶତଃ ଅନ୍ୟୋଽନ୍ୟରେ ମରାମରି ହେବା — ୨. Mutual beating or striking out of anger; affray.
ଦେଶଜ - ବିଶେଷଣ -
[ସମ୍ପାଦନା]କ୍ରୁଦ୍ଧ ହୋଇ ଅନ୍ୟୋଽନ୍ୟରେ ମରାମରି ହେଉଥିବା — Beating each other, being enraged.