Jump to content

ଧୁମ୍ତେଇବା

ଉଇକିଅଭିଧାନ‌ରୁ

ଧୁମ୍ତେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ଯାଜପୁର)କ୍ରିୟାପଦ -

[ସମ୍ପାଦନା]
୧. ଧୁମକୁଟ୍ କରିବା — ୧. To create a row or hubbub.
୨. କମ୍ପାଇବା —୨. To shake.

(ଯଥା—ପିଲାଗୁଡା଼ଏ ଏଠାକୁ ଆସି ଏ ଥାନାକୁ ଧୁମ୍ତେଇ ଦେଇ ଗଲେ)