ଧୁରନ୍ଧର

ଉଇକିଅଭିଧାନ‌ରୁ

ଧୁରନ୍ଧର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧୁରନ୍ଧରା—ସ୍ତ୍ରୀ) 

(ଧୁରଂଧର—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ଫୁ. (ଧୂରଂ=ଭାରକୁ+ଧୃ ଧାତୁ=ଧାରଣ କରିବା +କର୍ତ୍ତୃ. ଅ)[ସମ୍ପାଦନା]

୧. ଭାରବାହୀ — ୧. Carrying a load.
୨. ଯେ ଅନାୟାସାରେ ଗୁରୁ ଭାର ବହନ କରିବାକୁ ସମର୍ଥ —୨. Able to carry a heavy load easily.
୩. ଅତ୍ୟନ୍ତ କ୍ଷମତାଶୀଳ ବା ବଳିଷ୍ଠ — ୩. Very Strong or powerful.
୪. ଆଗୁଆ; ଅଗ୍ରଣୀ — ୪. Leading others, heading others.
୫. ସମର୍ଥ; ଯୋଗ୍ୟ; କାର୍ଯ୍ୟକ୍ଷମ —୫. Able.
୬. ଶ୍ରେଷ୍ଠ; ପ୍ରଧାନ — ୬. Excellent; chief; principal.
୭. କାର୍ଯ୍ୟଦକ୍ଷ; ନିପୁଣ —୭. Skilful; expert.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ମୁଖିଆ; ଦଳର ନେତା — ୧. Leader; chief; head of a party.
୨. କାର୍ଯ୍ୟଦକ୍ଷ ବ୍ୟକ୍ତି —୨. Capable person; a man of business.
୩. ଧଅ ଗଛ; ଧବ ବୃକ୍ଷ —୨. A wild timber-tree.
୪. ଭାରବାହୀ ପଶୁ —୪. A beast of burden.
୫. ଶିବ —୫. Ṡiba.
୬. ବାହନ —୬. A beast which carries persons on its back.
୭. (ନାମ) ପ୍ରହସ୍ତ ରାକ୍ଷସର ମନ୍ତ୍ରୀ ରାକ୍ଷସ (ରାମାୟଣ) — ୭. Name of a demon mentioned in the Rāmāyaṇa.