ଧୁର୍
ଦେଖଣା
ଧୁର୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଧୁର୍ବ ଧାତୁ=ହିଂସା କରିବା+ କରଣ. କ୍ୱିପ୍)
[ସମ୍ପାଦନା]- ୧. ରଥାଗ୍ରଭାଗ; ଝୁରାମୁଣ୍ଡି —୧. The front end of a cart where both the poles meet.
- ୨. ଭାର; ବୋଝ —୨. Weight; burden; load.
- ୩. ଚିନ୍ତା —୩. Thought.
- ୪. ଭାବନା; ଉବ୍ଦେଗ —୪. Anxiety.
- ୫. ସମ୍ମୁଖ ଭାଗ —୫. Front part.
- ୬. ଅକ୍ଷ ଦଣ୍ଡ; ଅଖ —୬. Axle.
- ୭. ଶଗଡ଼ର ଯୁଆଳି —୭. Yoke of a cart.
- ୮. ଧନ; ସମ୍ପତ୍ତି —୮. Wealth; riches.
- ୯. (ଶଗଡ଼) ଅଣକିଳୀ —୯. The pin at both ends of an axle for fastening the nave of the Wheel.
- ୧. କର୍ତ୍ତବ୍ୟ; ଦାୟିତ୍ୱ —୧୦. Duty; responsibility.
- ୧୧. କମ୍ପନ —୧୧. Agitation; trembling.
- ୧୨. ଅଗ୍ନିସ୍ଫୁଲିଙ୍ଗ —୧୨. Spark of fire.
- ୧୩. ଦୁଃଖ —୧୩. Distress; affliction.
- ୧୪. ଗଙ୍ଗା ନଦୀର ଏକ ନାମ — ୧୪. A name of the Ganges.
- ୧୫. ଖୁଣ୍ଟି (ହିନ୍ଦୀ - ଶବ୍ଦସାଗର) —୧୫. Post; pillar.
- ୧୬. ଶୀର୍ଷ ସ୍ଥାନ (ହିନ୍ଦୀ - ଶବ୍ଦସାଗର) — ୧୬. Prominent or upmost part.
- ୧୭. ଅଙ୍ଗୁଳି (ହିନ୍ଦୀ - ଶବ୍ଦସାଗର) —୧୭. Finger.
- ୧୮. ଭାଗ; ଅଂଶ (ହିନ୍ଦୀ - ଶବ୍ଦସାଗର) — ୧୮. Part; portion.
ଧୁର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଧୁର୍ବ ଧାତୁ+ଅ)
[ସମ୍ପାଦନା]ଧୁର୍ (ଦେଖ) - Dhur (See).
=== ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଦୂର୍)
- ୧. ଦୂରବର୍ତ୍ତୀ —୧. Distant.
- ୨. ବହୁ ଦୂରରେ ଅବସ୍ଥିତ — ୨. Situated at a great distance.
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଦୂରତା)
[ସମ୍ପାଦନା]ଦୂରତା —Distance.
ପ୍ରାଦେଶିକ - (ସିଂହଭୂମ; ମେଦିନୀପୁର) ବିଶେଷ୍ୟ -
[ସମ୍ପାଦନା]୧/୧: କାଠା (ଜମି ପରିମାଣ) One tenth of a Kāṭhā of land.