Jump to content

ଧୂଆଁବାଣ

ଉଇକିଅଭିଧାନ‌ରୁ

ଧୂଆଁବାଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଭୟ ଦେଖାଇବା ପାଇଁ ଗୁଳି ବା ଛରରା଼ ଦିଆ ନ ଯାଇ ବନ୍ଧୁକ ଫଏର୍ ହେବା — ୧. Blank fire.
୨. (ଲକ୍ଷଣାର୍ଥ) ଭୟ ପ୍ରଦର୍ଶନ ପାଇଁ ମିଥ୍ୟା ଧମକାଣ — ୨. (figuarative) False threats.