Jump to content

ଧୂଆଁ ଧାର

ଉଇକିଅଭିଧାନ‌ରୁ

ଧୂଆଁ ଧାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - ନାମ

[ସମ୍ପାଦନା]

ନର୍ମଦା ନଦୀସ୍ଥ ଜଳପ୍ରପାତବିଶେଷ — Name of a waterfall or rapid in the river Narmada.

ଧୂଆଁ ଧାରେ ଯହିଁ ହୋଇ ଶତଧାର, ଭୈରବ ଆରବେ ରେବା ଦେଇ ଲମ୍ଫ ରାଧାନାଥ, ଚିଲିକା