ଧୂପ ଉଠିବା

ଉଇକିଅଭିଧାନ‌ରୁ

ଧୂପ ଉଠିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ)କି[ସମ୍ପାଦନା]

ପୁରୀର ବଡ଼ଦେଉଳ ଭିତରକୁ ସକାଳଧୂପ, ସଞ୍ଜଧୂପ ଆଦିର ନୈବେଦ୍ୟ ସମଗ୍ରୀ ନିଆଯାଇ ବଢ଼ା ହେବା ପରେ ପୂଜାର ଆରମ୍ଭ —The act of beginning the worship and the offering of bhog after they are laid before Lord Jagannātha in the morning and evening Dhūpas.