ଧୂଳି

ଉଇକିଅଭିଧାନ‌ରୁ

ଧୂଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଧୂ ଧାତୁ=କମ୍ପିବା+ସଂଜ୍ଞାର୍ଥରେ ଳ; ଳୀ; ବାୟୁର ଈଷତ୍ ତାଡ଼ନାରେ ଯାହା କମ୍ପିତ ହୁଏ)[ସମ୍ପାଦନା]

୧. ପରାଗ; ଫୁଲ ଆଦିର ରଜଃ —୧. Pollen.
୨. ମାଟି ବା ଧୂଳି ପରି ଅକିଞ୍ଚିତ୍କର ପଦାର୍ଥ — ୨. Any insignificant thing (like dust).
୩. ମାଟିର ଚୂର୍ଣ୍ଣ; —୩. Earth dust; powdered earth.
୪. ଗୁଣ୍ଡା; ଚୁର୍ଣ୍ଣ; ଚୂନା —୪. Powder.
୫. ଧୂଳି ପରି ମୂଲ୍ୟହୀନ ବସ୍ତୁ — ୫. Anything of no value like dust.
୬. ଚରଣରେଣୁ; ଗୁରୁଜନମାନଙ୍କ ପାଦ ତଳେ ଲାଗିଥିବା ଧୂଳି, ଯାହା ସନ୍ତାନ ବା ସେବକ ଆଦିଙ୍କ ମୁଣ୍ଡରେ ମଙ୍ଗଳ କାମନାର୍ଥ ଦିଆଯାଏ —୬. The dust from the feet of elders which is put on the head of children etc for the purpose of bringing them bliss.

ଦେଶଜ - ବିଶେଷଣ -[ସମ୍ପାଦନା]

ଧୂଳି ଧୂସରିତ, ମଇଳା — Soiled with dust; dusty.