ଧୂଳିଆ ଗୁମାସ୍ତା

ଉଇକିଅଭିଧାନ‌ରୁ

ଧୂଳିଆ ଗୁମାସ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ଯେଉଁ ଯାତ୍ରୀ—ଗୁମାସ୍ତା ନିଜର ପଣ୍ଡା ଛଡ଼ା ଅନ୍ୟ ପଣ୍ଡାର ଯାତ୍ରୀଙ୍କୁ ସାଙ୍ଗରେ ଆଣି ଅନ୍ୟ ପଣ୍ଡା ତରଫରୁ ଉକ୍ତଯାତ୍ରୀଙ୍କୁ ଦେବଦର୍ଶନାଦି କରାଏ ଓ ଯାତ୍ରୀ ତାହାର ପାରମ୍ପରିକ ପଣ୍ଡାକୁ ଦେବା ପାରିତୋଷିକରୁ ଭାଗ ନିଏ —A pilgrim-agent who accompanies pilgrims belonging to some other Panda to a sacred place and makes the necessary arrangements for their visit to the Deity and gets a share out of the perquisites given by them to their own Paṇḍā.