Jump to content

ଧୂଳିଆ ଘର

ଉଇକିଅଭିଧାନ‌ରୁ

ଧୂଳିଆ ଘର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଚାଳଘରର ଛାତ ବା ଲଦନରେ ବାଉଁଶର ରୁଅ ଓ ପାରେଣୀ ବତା ପରିବର୍ତ୍ତରେ କାଠର ରୁଅ ଓ ବତା ଲାଗିଥାଏ — A thatched house having its roof or frame planked with wooden rafters and ribs,

ଚାରିଖଞ୍ଜା ଧୂଳିଆ ଘର ବନାଇ ପକାଇଲାଣି ଫକୀରମୋହନ, ଗଳ୍ପସ୍ୱଳ୍ପ

[ଦ୍ରଷ୍ଟବ୍ୟ —ଧୂଳିଆ ଘରର ଶେଣୀମାନଙ୍କ ଉପରେ କାଠର ରୁଅମାନ ପଡ଼େ ଓ କାଠ ରୁଅ ଉପରେ କାଠର ପାରେଣୀ ବତାମାନ ସାନ ସାନ ଲୁହାକଣ୍ଟା ବାଡ଼ିଆ ହୋଇ ଲଗାଯାଏ ବାଉଁଶରେ ତିଆରି ଘରର ଛାତ ଅପେକ୍ଷା ଧୁଳିଆ ଘରର ଛାତ ସୁନ୍ଦର ଓ ବେଶ ମଜ୍ଭୁତ୍ ଅଟେ ]