Jump to content

ଧୂସର

ଉଇକିଅଭିଧାନ‌ରୁ

ଧୂସର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଧୂସରା, ଧୂସରୀସ୍ତ୍ରୀ

  • (file)

ସଂସ୍କୃତ - ବିଶେଷଣ - (ଧୂ ଧାତୁ=କମ୍ପିବା+କର୍ତ୍ତୃ ସର)[ସମ୍ପାଦନା]

୧. ଈଷତ୍ ପାଣ୍ଡୁର; ପାଉଁଶିଆ ରଙ୍ଗ; ଧୂଳିଆ; ମାଟିଆ — ୧. Greyish; dust-coloured; ashy; khaki-coloured.
୨. ଧୂଳି ବୋଳା ହୋଇଥିବା — ୨. Dusty; semeared with dust.
୩. ମଳିନ; ମଳିଆ —୩. Dirty; filthy.

ଦେଶଜ - ବିଶେଷଣ - (ଲକ୍ଷଣାର୍ଥ)[ସମ୍ପାଦନା]

ଅଭିମାନ ବା ଦୁଃଖଯୁକ୍ତ; ଚିନ୍ତିତ — (figurative) Grieved; troubled.

ଧୃତ ହୋଇ ବଳହୀନ, ଧୁସର ହୋଇବା ମନ ଧୋଇ ଚିନ୍ତା—କଳଙ୍କ ସମାଜ ମାଜ—କବିସୁର୍ଯ୍ୟ. କିଶୋରୀଚମ୍ପ ଧ ଗୀତ

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ପାଣ୍ଡୁ ରବର୍ଣ୍ଣ —୧. Gray colour.
୨. ପାଣ୍ଡୁର ବର୍ଣ୍ଣର କୌଣସି ବସ୍ତୁ — ୨. Any thing of grey colour.
୩. ଉଷ୍ଟ୍ର; ଓଟ —୩. Camel.
୪. ଗଧ —୪. An ass.
୫. କପୋତ —୫. Dove.
୬. ବଣିଆଁ —୬. Goldsmith.
୭. ତେଲି —୭. Oilman.

[ ଦ୍ର—ବଣିଆଁ ଓ ତେଲିଙ୍କ ଦେହ ପାଣ୍ଡୁର ବର୍ଣ୍ଣ ଦିଶେ ତେଲିର ଦେହ ତେଲିଆ ହୋଇଥାଏ; ଧୂଳି ଲାଗି ତାର ଦେହ ପାଣ୍ଡୁର ଦିଶେ ପାଉଁଶ ଉଡ଼ି ବଣିଆମାନଙ୍କ ଦେହ ମଧ୍ୟଧୂସର ଦେଖାଯାଏ ]