Jump to content

ଧୂସା

ଉଇକିଅଭିଧାନ‌ରୁ

ଧୂସା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]
(ଧୁସୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଢୁସା; ଅତି ସ୍ଥୂଳକାପୁ — Very corpulent.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଦ୍ୱିଶାଟ) ଲୋହି; ମୋଟା ଶୀତବସ୍ତ୍ର; ଊର୍ଣ୍ଣାବସ୍ତ୍ର —୧. A coarse woollen wrapper.
୨. ଦୁଃଶାସନର ଅନାଦରାର୍ଥକ ଡାକନାମ — ୨. A name for calling Duḥṡāsan in contempt.

ପ୍ରାଦେଶିକ - (ଗଡ଼ଜାତ ଓ ଜୟପୁର) ବିଶେଷ୍ୟ -

[ସମ୍ପାଦନା]

ବଡ଼ ମୂଷା — Big mouse.