ଧୂସା

ଉଇକିଅଭିଧାନ‌ରୁ

ଧୂସା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ଧୁସୀ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ଢୁସା; ଅତି ସ୍ଥୂଳକାପୁ — Very corpulent.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଦ୍ୱିଶାଟ) ଲୋହି; ମୋଟା ଶୀତବସ୍ତ୍ର; ଊର୍ଣ୍ଣାବସ୍ତ୍ର —୧. A coarse woollen wrapper.
୨. ଦୁଃଶାସନର ଅନାଦରାର୍ଥକ ଡାକନାମ — ୨. A name for calling Duḥṡāsan in contempt.

ପ୍ରାଦେଶିକ - (ଗଡ଼ଜାତ ଓ ଜୟପୁର) ବିଶେଷ୍ୟ -[ସମ୍ପାଦନା]

ବଡ଼ ମୂଷା — Big mouse.