Jump to content

ଧୂସ୍କା

ଉଇକିଅଭିଧାନ‌ରୁ

ଧୂସ୍କା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -

[ସମ୍ପାଦନା]

ବୁଟ ଓ ଅରୁଆଚାଉଳ ବାଟି ଗୁଡ଼ରେ ଗୋଳାଇ ସେହି ପାଣିଆ ପିଠଉକୁ ଘିଅ କରେଇରେ ପକାଇ ମାଲପୁଆ ପରି ଯେଉଁ ପିଠା ଛଣାଯାଏ — A king of pastry-cake made of watered flour fried in ghee.