ଧୈର୍ଯ୍ୟ

ଉଇକିଅଭିଧାନ‌ରୁ

ଧୈର୍ଯ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଧୀର+ ଭାବାର୍ଥରେ ଯ)[ସମ୍ପାଦନା]

୧. ଧୀରତା; ମନର ସ୍ଥିରତା — ୧. Patience.
୨. ସହିଷ୍ଣୁତା —୨. Fortitude; forbearance; endurance.
୩. ଦୃଢ଼ତା; ସ୍ଥିରତା —୩. Firmness; steadfastness.

ଗ୍ରାମ୍ୟ - ବିଶେଷ୍ୟ -(ସଂସ୍କୃତ - ସ୍ଥବୀର)[ସମ୍ପାଦନା]

ପୌଢ଼ବସ୍ଥା —Adult stage of life.

ବାଳ ଯୁବକ ଧୈର୍ଯ୍ୟ ବୃଦ୍ଧ, ତୋହର ନାହିଁ ଜନ୍ମ ବଧ ଭୂପତି. ପ୍ରେମପଞ୍ଚାମୃତ