ଧୈର୍ଯ୍ୟ
ଦେଖଣା
ଧୈର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧୀର+ ଭାବାର୍ଥରେ ଯ)
[ସମ୍ପାଦନା]- ୧. ଧୀରତା; ମନର ସ୍ଥିରତା — ୧. Patience.
- ୨. ସହିଷ୍ଣୁତା —୨. Fortitude; forbearance; endurance.
- ୩. ଦୃଢ଼ତା; ସ୍ଥିରତା —୩. Firmness; steadfastness.
ଗ୍ରାମ୍ୟ - ବିଶେଷ୍ୟ -(ସଂସ୍କୃତ - ସ୍ଥବୀର)
[ସମ୍ପାଦନା]ପୌଢ଼ବସ୍ଥା —Adult stage of life.
ବାଳ ଯୁବକ ଧୈର୍ଯ୍ୟ ବୃଦ୍ଧ, ତୋହର ନାହିଁ ଜନ୍ମ ବଧ ଭୂପତି. ପ୍ରେମପଞ୍ଚାମୃତ