ଧୋଇବା

ଉଇକିଅଭିଧାନ‌ରୁ

ଧୋଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ ଧଆଯି(ହେ)ବା—କର୍ମବାଚ୍ୟରୂପ]

(ଧୂଆଇବା—ଣିଜନ୍ତ)

ଦେଶଜ - କ୍ରି. (ସଂ ଧାବ ଧାତୁ)[ସମ୍ପାଦନା]

ଜଳଦ୍ୱାରା ଧୌତ କରିବା — To wash with water.

[ ଦ୍ର—ଏ କ୍ରିୟାର ଅସାମାପିକା ସଙ୍ଗେ ଦେବା, ନେବା, ପକା(କେ)ଇବା କ୍ରିୟାର ସମାପିକା ଯୁକ୍ତ ହୁଏ; ଯଥା—ଧୋଇ ଦେବା; ଧୋଇ ପକାଇବା, ଧୋଇ ନେବା ଓ ଧ୍ୱନିନୁକାରୀ ଧାଇବା କ୍ରିୟାର ଅସାମାପିକା ଯୁକ୍ତ ହୁଏ; ଯଥା—ଧୋଇ ଧାଇ ଦେବା]