ନଅ ଛଅ
ଦେଖଣା
ନଅ ଛଅ
ଉଚ୍ଚାରଣ
[ସମ୍ପାଦନା](ନଅଟା ଛଅଟା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନଅ ଛଅ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବହୁସଂଖ୍ୟକ; ଅନେକ — ୧. Many.
- ୨. ଅନିଶ୍ଚିତ; ଅଥୟ — ୨. Uncertain.
(ଯଥା—ଏପରି ନଅ ଛଅ କଥା କହିଲେ ଚଳିବ ନାହିଁ )
- ୩. ଅପବ୍ୟୟିତ —୩. Wasted; squandered.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନୟ ବା ଲୟ+କ୍ଷୟ)
[ସମ୍ପାଦନା]- ୧. ଅପଚୟ — ୧. Decay; damage.
- ୨. ଅପବ୍ୟୟ —୨. Waste.