ନଅ ଛଅ

ଉଇକିଅଭିଧାନ‌ରୁ

ନଅ ଛଅ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନଅଟା ଛଅଟା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ବହୁସଂଖ୍ୟକ; ଅନେକ — ୧. Many.
୨. ଅନିଶ୍ଚିତ; ଅଥୟ — ୨. Uncertain.

(ଯଥା—ଏପରି ନଅ ଛଅ କଥା କହିଲେ ଚଳିବ ନାହିଁ )

୩. ଅପବ୍ୟୟିତ —୩. Wasted; squandered.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନୟ ବା ଲୟ+କ୍ଷୟ)[ସମ୍ପାଦନା]

୧. ଅପଚୟ — ୧. Decay; damage.
୨. ଅପବ୍ୟୟ —୨. Waste.