ନଅ ଛୁଇଁବା

ଉଇକିଅଭିଧାନ‌ରୁ

ନଅ ଛୁଇଁବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନଅ କାଟିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଶୁଭବାଚନ)[ସମ୍ପାଦନା]

ସାପ କାମୁଡ଼ିବା; ଲଅ ଛୁଇଁବା — (euphemisn) Snake-bite.

[ଦ୍ରଷ୍ଟବ୍ୟ —ଲୋକେ ସାପ କାମୁଡ଼ିବା ରୂପ ଅଶୁଭସୂଚକ ଶବ୍ଦ ବ୍ୟବହାର ନ କରି ଲମ୍ୱ ଜନ୍ତୁ ବା ନଅ ଲହ ଛୁଇଁବାରୂପ ଶୁଭବାଚୀ ଶବ୍ଦ ବ୍ୟବହାର କରନ୍ତି]