ନଇଁବା

ଉଇକିଅଭିଧାନ‌ରୁ

ନଇଁବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ନୁଆଇଁବା—ଣିଜନ୍ତି)

ଦେଶଜ - କ୍ରି. (ସଂସ୍କୃତ - ନମ ଧାତୁ)[ସମ୍ପାଦନା]

ତଳଆଡ଼କୁ ବଙ୍କାଇବା; ନତ ହେବା —୧. To be bent downwards; to be bent in a concave manner.

[ଦ୍ରଷ୍ଟବ୍ୟ —ଉପର ଆଡ଼କୁ ବଙ୍କେଇବାକୁ 'କୁଜେଇବା' କହନ୍ତି]

୨. ନତ କରିବା — ୨. To bend.
୩. ନରମ ହେବା —୩. To soften; to grow soft.
୪. ଭୂମି ଆଡ଼କୁ ନତ ହେବା — ୪. To bow down.

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପ ସଙ୍ଗେ ପଡ଼ିବା ଓ ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ; ନଇଁ ଯିବା; ନଇଁ ପଡ଼ିବା]