ନଇଚା
ହୁକାର ଯେଉଁ ନଳର ଉପର ମୁଣ୍ଡରେ ଚିଲମ ରଖାଯାଏ ଓ ତଳମୁଣ୍ଡ ଜଳପାତ୍ର ବା ନଡ଼ିଆ ଭିତରକୁ ପଶି ଥାଏ; ନଳିଚା —The main tube of a hubble-bubble or narghile.