ନଈଶୁଆ
ଦେଖଣା
ନଈଶୁଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନଈଶୁଆ
|
(ନଈ ଶୋଈ—ସ୍ତ୍ରୀ)
ଦେଶଜ - ଅ.ପୁଲିଙ୍ଗ - (ଗାଳି)
[ସମ୍ପାଦନା](ଯେଉଁ ଲୋକ ନଈରେ ଶୁଏ)— ତୁ ନଇରେ ଶୋ, ଅର୍ଥାତ ଶୀଘ୍ର ମରିଯା ଓ ତୋର ଶବକୁ ନେଇ ଲୋକେ ନଈରେ ପକାଇ ଦିଅନ୍ତୁ (A term of imprecation or curse, meaning) You die uncared for and your body be thrown into the river after death.